न्यूज़रूम ओडिशा
ब्रेकिंग
ओडिया समाचार

ସନ୍ତୃପ୍ତ ମିଶ୍ର ବିଜେଡିର ଜାତୀୟ ମୁଖପାତ୍ର ନିଯୁକ୍ତ, ସଞ୍ଜୟ ଦାସବର୍ମା ମୁଖପାତ୍ର

ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଥିବା ଆଦିତ୍ୟ ବିର୍ଲା ଗ୍ରୁପର ପୂବତନ ଏଚଆର ଗ୍ରୁପ୍ ନିର୍ଦ୍ଦେଶକ ସନ୍ତୃପ୍ତ ମିଶ୍ରଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ହିଁ ସନ୍ତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ଦଳର ମୁଖପାତ୍ର ନିଯୁକ୍ତି ଦିଆଯାଇଛି।

Admin•9 फ़रवरी 2024
Share Article:

#Odia#Odisha#News
Share Article:

Related Articles