न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭା ନିର୍ବାଚନ ପାଇଁ ଆଉ ୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୮ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ଘୋଷିତ ତାଲିକା ଅନୁସାରେ ତେଲକୋଇ ବିଧାନସଭା ଆସନରୁ ଡକ୍ଟର ଫକୀର ମୋହନ ନାଏକ ପ୍ରାର୍ଥୀ ହେବେ । ଚମ୍ପୁଆରୁ ଲଢ଼ିବେ ମୁରଲୀ ମନୋହର ଶର୍ମା। ବସ୍ତାରୁ ରବୀନ୍ଦ୍ର ଆଣ୍ଡିଆ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରୟ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ [...]

Admin•27 अप्रैल 2024
Share Article:

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୮ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ଘୋଷିତ ତାଲିକା ଅନୁସାରେ ତେଲକୋଇ ବିଧାନସଭା ଆସନରୁ ଡକ୍ଟର ଫକୀର ମୋହନ ନାଏକ ପ୍ରାର୍ଥୀ ହେବେ । ଚମ୍ପୁଆରୁ ଲଢ଼ିବେ ମୁରଲୀ ମନୋହର ଶର୍ମା। ବସ୍ତାରୁ ରବୀନ୍ଦ୍ର ଆଣ୍ଡିଆ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରୟ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରାର୍ଥୀ ହେବେ ।

#Odia#Odisha#News
Share Article:

Related Articles