न्यूज़रूम ओडिशा
ब्रेकिंग
ओडिया समाचार

ବେଆଇନ ବାଲି ଖନନ ମାମଲାରେ ଲାଲୁଙ୍କ ସହଯୋଗୀ ସୁଭାଷ ଯାଦବଙ୍କୁ ବାନ୍ଧିଲା ଇଡି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁଭାଷ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବେଆଇନ ବାଲି ଖନନ ମାମଲାରେ ଶନିବାର ସୁଭାଷ ଯାଦବଙ୍କ ୮ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ୧୪ ଘଣ୍ଟା ଧରି ଚାଲିଥିଲା | ଚଢ଼ାଉ ସମୟରେ ଦାନାପୁର ସ୍ଥିତ ସୁଭାଷ ଯାଦବଙ୍କ ବାସଭବନରୁ ଇଡି ୨ କୋଟି ଟଙ୍କା ନଗଦ ବ୍ୟତୀତ ଅନେକ ସମ୍ପତ୍ତି ସମ୍ବନ୍ଧୀୟ ଦଲିଲ ଜବତ କରିଥିଲା ମିଳିଥିଲା। ଉଲ୍ଲେଖଯୋଗ୍ୟ, ପାଟନାରେ [...]

Admin•10 मार्च 2024
Share Article:

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁଭାଷ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବେଆଇନ ବାଲି ଖନନ ମାମଲାରେ ଶନିବାର ସୁଭାଷ ଯାଦବଙ୍କ ୮ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ୧୪ ଘଣ୍ଟା ଧରି ଚାଲିଥିଲା | ଚଢ଼ାଉ ସମୟରେ ଦାନାପୁର ସ୍ଥିତ ସୁଭାଷ ଯାଦବଙ୍କ ବାସଭବନରୁ  ଇଡି ୨ କୋଟି ଟଙ୍କା ନଗଦ ବ୍ୟତୀତ ଅନେକ ସମ୍ପତ୍ତି ସମ୍ବନ୍ଧୀୟ ଦଲିଲ ଜବତ କରିଥିଲା ମିଳିଥିଲା। ଉଲ୍ଲେଖଯୋଗ୍ୟ, ପାଟନାରେ ବେଆଇନ ବାଲି ଖନନ ପାଇଁ ସୁଭାଷ ଯାଦବଙ୍କ ବିରୋଧରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା।

ସୁଭାଷ ଯାଦବ ଆରଜେଡି ଟିକେଟରେ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ। ବିହାରରେ ବେଆଇନ ବାଲି ଖନନ ବ୍ୟବସାୟ ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି ।

#Odia#Odisha#News
Share Article:

Related Articles