न्यूज़रूम ओडिशा
ब्रेकिंग
ओडिया समाचार

ଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ‘ଭାରତ ରତ୍ନ’ ସମ୍ମାନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିଛନ୍ତି । ଲାଲ କୃଷ୍ଣ ଆଡଭାନୀ ୫ ଥର ଲୋକସଭା ଏବଂ ୪ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ସେ ଭାରତୀୟ ଜନତା ପାର୍ଟିର ତିନିଥର ସଭାପତି ରହିଛନ୍ତି। ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପ [...]

Admin•3 फ़रवरी 2024
Share Article:

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିଛନ୍ତି ।

ଲାଲ କୃଷ୍ଣ ଆଡଭାନୀ ୫ ଥର ଲୋକସଭା ଏବଂ ୪ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ସେ ଭାରତୀୟ ଜନତା ପାର୍ଟିର ତିନିଥର ସଭାପତି ରହିଛନ୍ତି। ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପ ପ୍ରଧାନମନ୍ତ୍ରୀ ଥିଲେ।
ନିକଟରେ କେନ୍ଦ୍ର ସରକାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରି ଠାକୁରଙ୍କୁ ମଧ୍ୟ ଭରତ ରତ୍ନ ଦେବାକୁ ଘୋଷଣା କରିଥିଲେ ।

#Odia#Odisha#News
Share Article:

Related Articles