न्यूज़रूम ओडिशा
ब्रेकिंग
ओडिया समाचार

ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା, ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ : ଆଜି‌ ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍। ତେବେ ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିଛି ଝଟକା। ଏଲପିଜି ସିଲିଣ୍ଡର ପୁଣି ମହଙ୍ଗା ହୋଇଛି। ତୈଳ ବିପଣନ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି କରିଛନ୍ତି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୬୯.୫୦ ଟଙ୍କା ହୋଇଛି | ମୁମ୍ବାଇରେ ଏହା ୧୭୦୮.୫୦ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି [...]

Admin•1 फ़रवरी 2024
Share Article:

ନୂଆଦିଲ୍ଲୀ : ଆଜି‌ ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍। ତେବେ ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିଛି ଝଟକା। ଏଲପିଜି ସିଲିଣ୍ଡର ପୁଣି ମହଙ୍ଗା ହୋଇଛି। ତୈଳ ବିପଣନ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି କରିଛନ୍ତି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୬୯.୫୦ ଟଙ୍କା ହୋଇଛି | ମୁମ୍ବାଇରେ ଏହା ୧୭୦୮.୫୦ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଶେଷଥର ସରକାର ଗତ ଅଗଷ୍ଟ ୨୦୨୩ରେ ଘରୋଇ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରିଥିଲେ।

#Odia#Odisha#News
Share Article:

Related Articles