न्यूज़रूम ओडिशा
ब्रेकिंग
ओडिया समाचार

ମାଲକାନଗିରିକୁ ବିମାନସେବା ଦ୍ବାରା ବିକାଶର ନୂଆ ଯୁଗ ଆରମ୍ଭ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମାଲକାନଗିରି ବିମାନବନ୍ଦର ଉଦଘାଟନ ପୂର୍ବରୁ ସେଠାରେ ଏକ ବିମାନର ପରୀକ୍ଷାମୂଳକ ଅବତରଣ ସଫଳ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିକୁ ବିମାନସେବା ଦ୍ବାରା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିମାନସେବା ଆରମ୍ଭ ହେଲେ ବାଣିଜ୍ୟ କାରବାର ବୃଦ୍ଧି ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ।

Admin•8 जनवरी 2024
Share Article:

#Odia#Odisha#News
Share Article:

Related Articles