न्यूज़रूम ओडिशा
ब्रेकिंग
ओडिया समाचार

ବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ, ୨ ଗିରଫ

ବୌଦ୍ଧ- ବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଫଟାମୁଣ୍ଡା ଗାଁରୁ ବାଘଛାଲ ଚାଲାଣ ହେଉଥିବା ବେଳେ ବନ ବିଭାଗ ତାହା ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ହେଲେ ଦିବ୍ୟଶଙ୍କର ବଗର୍ତ୍ତୀ ଓ ମୁକେଶ ମନହିରା । ଗାଁର ଏକ ପାଳଗଦାରେ ଦୁର୍ବୃତ୍ତମାନେ ବାଘଛାଲ ଲୁଚାଇ ରଖିଥିଲେ ।ଜବତ ବାଘଛାଲ [...]

Admin•11 जनवरी 2024
Share Article:

ବୌଦ୍ଧ- ବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଫଟାମୁଣ୍ଡା ଗାଁରୁ ବାଘଛାଲ ଚାଲାଣ ହେଉଥିବା ବେଳେ ବନ ବିଭାଗ ତାହା ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ହେଲେ ଦିବ୍ୟଶଙ୍କର ବଗର୍ତ୍ତୀ ଓ ମୁକେଶ ମନହିରା । ଗାଁର ଏକ ପାଳଗଦାରେ ଦୁର୍ବୃତ୍ତମାନେ ବାଘଛାଲ ଲୁଚାଇ ରଖିଥିଲେ ।ଜବତ ବାଘଛାଲ ଏକ କଲରାପତରିଆ ବାଘର ବୋଲି ଜଣାପଡିଛି।

#Odia#Odisha#News
Share Article:

Related Articles