न्यूज़रूम ओडिशा
ब्रेकिंग
ओडिया समाचार

ଭିଜିଲାନ୍ସ ଜାଲରେ ପଡିଲେ କଲେଜ ଅଧ୍ୟକ୍ଷା, ଲାଇବ୍ରେରିଆନଙ୍କଠାରୁ ନେଉଥିଲେ ଲାଞ୍ଚ

ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। କଲେଜର ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ସେ ଅଧ୍ୟକ୍ଷା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କଠାରୁ ବାସଭବନରେ ଲାଞ୍ଚ ନେଉଥିଲେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଚଢାଉ କରି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌। ଷଲାଇବ୍ରେରିଆନ ଧୀରଜଙ୍କ ପତ୍ନୀ ଦୀପ୍ତିରାଣିଙ୍କ ଅଭିଯୋଗ ଅଧ୍ୟକ୍ଷାଙ୍କୁ ଧରିବା ପାଇଁ [...]

Admin•19 जनवरी 2024
Share Article:

ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। କଲେଜର ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ସେ ଅଧ୍ୟକ୍ଷା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କଠାରୁ ବାସଭବନରେ ଲାଞ୍ଚ ନେଉଥିଲେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଚଢାଉ କରି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌।
ଷଲାଇବ୍ରେରିଆନ ଧୀରଜଙ୍କ ପତ୍ନୀ ଦୀପ୍ତିରାଣିଙ୍କ ଅଭିଯୋଗ ଅଧ୍ୟକ୍ଷାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା। ଧୀରଜଙ୍କ ଏରିଅର ଟଙ୍କା ଦେବା ପାଇଁ ପ୍ରଥମେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

#Odia#Odisha#News
Share Article:

Related Articles