न्यूज़रूम ओडिशा
ब्रेकिंग
ओडिया समाचार

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଆଜି ରାଜ୍ୟରେ ହାଫ୍ ଡେ’ ଛୁଟି

ଭୁବନେଶ୍ବର – ଆଜି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ହାଫ୍‌ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଅପରାହ୍ନ ୨ଟା ୩୦ ଯାଏଁ ସରକାରୀ ଅଫିସ ଛୁଟି ରହିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ମଧ୍ୟ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ । ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ [...]

Admin•22 जनवरी 2024
Share Article:

ଭୁବନେଶ୍ବର – ଆଜି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ହାଫ୍‌ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଅପରାହ୍ନ ୨ଟା ୩୦ ଯାଏଁ ସରକାରୀ ଅଫିସ ଛୁଟି ରହିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ମଧ୍ୟ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ । ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ଆଜି ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏଗୁଡ଼ିକ ଛୁଟି ରହିବ ।

#Odia#Odisha#News
Share Article:

Related Articles