न्यूज़रूम ओडिशा
ब्रेकिंग
ओडिया समाचार

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଟିମ୍ । ମାଲକାନଗିରି ସ୍ଥିତ ଅଫିସ, ସରକାରୀ ବାସଭବନ, ଭୁବନେଶ୍ବର ପୋଖରୀପୁଟରେ ଥିବା ଶ୍ବଶୁର ଘର ଓ ଫ୍ଲାଟରେ ଖୋଳତାଡ କରୁଛି ଭିଜିଲାନ୍ସ ।

Admin•30 जनवरी 2024
Share Article:

#Odia#Odisha#News
Share Article:

Related Articles