न्यूज़रूम ओडिशा
ब्रेकिंग
ओडिया समाचार

ଇନ୍ଦ୍ରାବତୀ କେନାଲରୁ ମିଳିଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଧର୍ମଗଡ – କେନାଲରୁ ମିଳିଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହନ୍ତଙ୍କ ମୃତଦେହ ମିଳିଛି। ଭବାନୀ ଶଙ୍କର ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ଜୟପାଟଣା ଥାନାରେ ଉଠା ଜଳସେଚନ ପ୍ରକଳ୍ପର ଏସ୍‌ଡିଓ ଏତଲା ଦେଇଥିଲେ । ଭବାନୀଶଙ୍କର ଙ୍କ ବାଇକ୍‌ , ପର୍ସ ଓ ଆଧାର କାର୍ଡ କେନାଲ ହୁଡ଼ାରୁ ମିଳିଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Admin•2 फ़रवरी 2024
Share Article:

#Odia#Odisha#News
Share Article:

Related Articles