न्यूज़रूम ओडिशा
ब्रेकिंग
ओडिया समाचार

ଦିବାକର ପାତ୍ର ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି

ଭୁବନେଶ୍ୱର – ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି ଭାବେ ଦିବାକର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଦିବାକରଙ୍କୁ ସଭାପତି ଭାବେ ନିଯୁକ୍ତି ନେଇ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।

Admin•12 फ़रवरी 2024
Share Article:

#Odia#Odisha#News
Share Article:

Related Articles