न्यूज़रूम ओडिशा
ब्रेकिंग
ओडिया समाचार

ବୌଦ୍ଧ ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଭିଜିଲାନ୍ସ ନଜରରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ବସନ୍ତ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ଜାଗାରେ ଆଜି ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ବୌଦ୍ଧ ଓ ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

Admin•15 फ़रवरी 2024
Share Article:

#Odia#Odisha#News
Share Article:

Related Articles