न्यूज़रूम ओडिशा
ब्रेकिंग
ओडिया समाचार

କୋଟି କୋଟି ଟଙ୍କାର କଳାଟଙ୍କା ଜବତ ପରେ ଗିରଫ ହେଲେ ବୌଦ୍ଧ ଆରଟିଓ

ବୌଦ୍ଧ – ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମିଳିଲା ପରେ ଗିରଫ ହୋଇଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭୁବନେଶ୍ୱର, ଗଞ୍ଜାମ ଓ ବୌଦ୍ଧରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ଆରଟିଓଙ୍କ ୧୯ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି [...]

Admin•16 फ़रवरी 2024
Share Article:

ବୌଦ୍ଧ – ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମିଳିଲା ପରେ ଗିରଫ ହୋଇଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭୁବନେଶ୍ୱର, ଗଞ୍ଜାମ ଓ ବୌଦ୍ଧରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ଆରଟିଓଙ୍କ ୧୯ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି ଫ୍ଲାଟ ସହ ୨ଟି ସପିଂ ଆଉଟ୍‌ଲେଟ୍ ଠାବ ହୋଇଛି। ତାଙ୍କ ବ୍ୟାଙ୍କ ଜମାରେ ପ୍ରାୟ କୋଟିଏ ଟଙ୍କା ରହିଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି । ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି ।

#Odia#Odisha#News
Share Article:

Related Articles