न्यूज़रूम ओडिशा
ब्रेकिंग
ओडिया समाचार

ଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ବି. ଯୁଗଳ କିଶୋର ହେଲେ ଖୋର୍ଦ୍ଧା ଏସପି

ଭୁବନେଶ୍ୱର – ଆଇପିଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଜିପି ଏନସିଆର, ତାଳଚେର ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ପୂର୍ବାଞ୍ଚଳ ଆଇଜିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ବର୍ତ୍ତମାନ କେନ୍ଦ୍ରାପଡା ଏସପି ଥିବା ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା ଏସପି ଥିବା ସିଦ୍ଧାର୍ଥ କାଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।

Admin•1 मार्च 2024
Share Article:

#Odia#Odisha#News
Share Article:

Related Articles