‘ଭାରତର ପ୍ରଥମ ମହିଳା’
ପୁରୁଷ ପ୍ରଧାନ ରକ୍ଷଣଶୀଳ ସମାଜର କଟକଣା ଓ ପ୍ରତିବନ୍ଧକ ବିରୋଧରେ ସଫଳତାର ସହ ସଂଘର୍ଷ କରି ନିଜର ସବୁ ସମୟରେ ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଭାରତର ଅନେକ ମହିଳା । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପୁରୁଷ ପ୍ରଧାନ ସମାଜକୁ ଆହ୍ୱାନ ଦେବା ସହ ରହି ଆସିଥିବା ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ‘ଭାରତର ପ୍ରଥମ ମହିଳାମାନଙ୍କୁ ସ୍ମରଣ କରିବା । ଭାରତର ପ୍ରଥମ ଶିକ୍ଷୟିତ୍ରୀ [...]
ପୁରୁଷ ପ୍ରଧାନ ରକ୍ଷଣଶୀଳ ସମାଜର କଟକଣା ଓ ପ୍ରତିବନ୍ଧକ ବିରୋଧରେ ସଫଳତାର ସହ ସଂଘର୍ଷ କରି ନିଜର ସବୁ ସମୟରେ ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଭାରତର ଅନେକ ମହିଳା । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପୁରୁଷ ପ୍ରଧାନ ସମାଜକୁ ଆହ୍ୱାନ ଦେବା ସହ ରହି ଆସିଥିବା ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ‘ଭାରତର ପ୍ରଥମ ମହିଳାମାନଙ୍କୁ ସ୍ମରଣ କରିବା ।
ଭାରତର ପ୍ରଥମ ଶିକ୍ଷୟିତ୍ରୀ – ସାବିତ୍ରୀବାଈ ଫୁଲେ

ଭାରତର ପ୍ରଥମ ମହିଳା ଡାକ୍ତର – ଆନନ୍ଦି ଗୋପାଳ ଯୋଶୀ

ଭାରତର ପ୍ରଥମ ମହିଳା ଯନ୍ତ୍ରୀ – ଲଳିତା ଆୟଲାସୋମାଜୟଲୁ

ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି – ସରୋଜିନୀ ନାଇଡୁ

ଭାରତର ପ୍ରଥମ ମହିଳା ଆଇନଜୀବୀ – କର୍ନେଲିଆ ସୋରାବଜୀ

ଆଜାଦ ହିନ୍ଦ ଫଉଜରେ ପ୍ରଥମ ମହିଳା – କ୍ୟାପଟେନ ଲକ୍ଷ୍ମୀ ସେହଗଲ

ଭାରତର ପ୍ରଥମ ମହିଳା ପାଇଲଟ୍ – ସର୍ଲା ଠକରାଲ୍

ଭାରତର ପ୍ରଥମ ମହିଳା ଅଟୋରିକସା ଡ୍ରାଇଭର – ଶିଲା ଦାଓରେ

ଭାରତର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର – ସୁରେଖା ଯାଦବ

ଭାରତର ପ୍ରଥମ ମହିଳା ଆଇପିଏସ ଅଫିସର – କିରଣ ବେଦୀ
ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ – ସୁଚେତା କୃପାଳିନୀ
ଭାରତର ପ୍ରଥମ ମହିଳା ମୁଖ୍ୟ ବିଚାରପତି – ଲୀଲା ସେଠ୍
ଭାରତର ପ୍ରଥମ ମହିଳା କେନ୍ଦ୍ର ମନ୍ତ୍ରୀ – ରାଜକୁମାରୀ ଅମୃତା କୌର
ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ – ଇନ୍ଦିରା ଗାନ୍ଧି
ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି – ପ୍ରତିଭା ପାଟିଲ
ଭାରତର ପ୍ରଥମ ମହିଳା ବୈଜ୍ଞାନିକ – କମଳା ସୋହନି
ଭାରତର ପ୍ରଥମ ମହିଳା ଆଇଏଫ ଏସ ଅଫିସର – ସି. ବେଲିଆପ୍ପା ମୁଥାମ୍ମା
ଭାରତର ପ୍ରଥମ ଅଭିନେତ୍ରୀ – ଦୁର୍ଗାବାଈ କାମାତ
ଭାରତର ପ୍ରଥମ ମହିଳା ଲଢୁଆ ବିମାନ ପାଇଲଟ- ଭାବନା କାନ୍ତ
ଭାରତର ପ୍ରଥମ ମହିଳା ମହାକାଶଚାରୀ – କଳ୍ପନା ଚାୱଲା
ଭାରତର ପ୍ରଥମ ମହିଳା ନ୍ୟୁରୋସର୍ଜନ – ଟି. ଏସ କନକ
ଭାରତର ପ୍ରଥମ ମହିଳା ରାଜ୍ୟପାଳ – ସରୋଜିନୀ ନାଇଡୁ
ଭାରତର ପ୍ରଥମ ମହିଳା ଦନ୍ତ ଚିକିତ୍ସକ – ବିମଲା ସୁଦ
ଭାରତର ପ୍ରଥମ ଲୋକସଭା ବାଚସ୍ପତି – ମୀରା କୁମାର
ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାରେ ଭାରତର ପ୍ରଥମ ମହିଳା – ବଚେନ୍ଦ୍ରୀ ପାଲ୍
ଜ୍ଞାନପୀଠ ପୁରସ୍କାର ପାଇବାରେ ପ୍ରଥମ ମହିଳା – ଆଶାପୂର୍ଣ୍ଣା ଦେବୀ
ନୋବେଲ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ମହିଳା – ମଦର ଟେରେସା
ଅଶୋକଚକ୍ର ପାଇବାରେ ପ୍ରଥମ ଭାରତୀୟ ମହିଳା – ନୀରଜା ଭାନୋଟ୍
ଭାରତର ପ୍ରଥମ ବିଶ୍ୱ ସୁନ୍ଦରୀ ବିଜୟିନୀ – ରୀତା ଫରିଆ
ଭାରତର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ – ସୁସ୍ମିତା ସେନ
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତର ପ୍ରଥମ ମହିଳା କ୍ରୀଡାବିତ – କମଲଜିତ ସାନ୍ଧୁ
ଡବ୍ଲୁଟିଏ ଟେନିସ ଟାଇଟଲ ଜିତିଥିବା ପ୍ରଥମ ମହିଳା – ସାନିଆ ମିର୍ଜା
ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା କ୍ରୀଡାବିତ – କର୍ଣ୍ଣମ ମାଲେଶ୍ୱରୀ
ଭାରତରତ୍ନ ପାଇବାରେ ପ୍ରଥମ
ମହିଳା ସଙ୍ଗୀତଜ୍ଞ – ଏମ୍.ଏସ ଶୁଭଲକ୍ଷ୍ମୀ
ବୁକର ସମ୍ମାନ ପାଇବାରେ ଭାରତର ପ୍ରଥମ ମହିଳା – ଅରୁନ୍ଧତୀ ରୟ
( ସଂଗ୍ରାହକ : ବିଜନ କୁମାର ମହାପାତ୍ର)
ପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ
Next ArticleOdisha is a Pioneer in Championing the Cause of Women: CM Naveen
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
