न्यूज़रूम ओडिशा
ब्रेकिंग
ओडिया समाचार

ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିଅନସିପ : ଓଡ଼ିଶାର ସୁଚିତ୍ରା ଓ ଜୟନ୍ତୀଙ୍କୁ ପଦକ

ଭୁବନେଶ୍ୱର – ଓଡ଼ିଶାର ପାରା ଆଥଲେଟମାନଙ୍କୁ ସଫଳତା । ବେଙ୍ଗାଳୁରୁରେ ଚାଲିଥିବା ଷଷ୍ଠ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାର ସୁଚିତ୍ରା ପରିଡ଼ା ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଜୟନ୍ତୀ ବେହେରା ଦୁଇଟି ରୈ।ପ୍ୟ ପଦକ ହାସଲ କରିଛନ୍ତି। ଉଭୟ ୧୦୦ ଓ ୪୦୦ ମିଟର ଦୈ।ଡରେ ରୋୖପ୍ୟ ପଦକ ହାସଲ କରିଛନ୍ତି ଜୟନ୍ତୀ ବେହେରା।

Admin•26 मार्च 2024
Share Article:

#Odia#Odisha#News
Share Article:

Related Articles