न्यूज़रूम ओडिशा
ब्रेकिंग
ओडिया समाचार

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା : ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ଦଳୀୟ କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର – ଭୁବନେଶ୍ୱର ଲୋକସଭା ଆସନରୁ ଏଥର ମଧ୍ୟ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରୁ ହିଁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା କାଳୁ ଖଣ୍ଡାୟତଙ୍କ ସମର୍ଥକମାନେ ଅପରାଜିତାଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତି ବିଜେପି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟ ବିଜେପିରେ ଯେ ସବୁ କିଛି ଭଲ ନାହିଁ, [...]

Admin•30 मार्च 2024
Share Article:

ଭୁବନେଶ୍ୱର – ଭୁବନେଶ୍ୱର ଲୋକସଭା ଆସନରୁ ଏଥର ମଧ୍ୟ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରୁ ହିଁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା କାଳୁ ଖଣ୍ଡାୟତଙ୍କ ସମର୍ଥକମାନେ ଅପରାଜିତାଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତି ବିଜେପି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟ ବିଜେପିରେ ଯେ ସବୁ କିଛି ଭଲ ନାହିଁ, ତାହା ଆଜିର ବିକ୍ଷୋଭରୁ ସ୍ପଷ୍ଟ ଜଣାପଡ଼ୁଛି।

#Odia#Odisha#News
Share Article:

Related Articles