न्यूज़रूम ओडिशा
ब्रेकिंग
ओडिया समाचार

ଗୀତା ଉପଦେଶ :- ଯିଏ ଭଗବାନଙ୍କ ଆଶ୍ରିତ ହୋଇଥାନ୍ତି ଭଗବାନ ସେହି ଆଶ୍ରିତର କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଥିବା ମନକୁ ନାଶ କରିଥାନ୍ତି

ମହାଭାରତ ଯୁଦ୍ଧରେ ସଞ୍ଜୟ ଧ୍ରୁତରାଷ୍ଟ୍ର ଙ୍କୁ କହୁଛନ୍ତି : ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥାତ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ। ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି।

Admin•1 अप्रैल 2024
Share Article:

ମହାଭାରତ ଯୁଦ୍ଧରେ ସଞ୍ଜୟ ଧ୍ରୁତରାଷ୍ଟ୍ର ଙ୍କୁ କହୁଛନ୍ତି :

ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ।

ଅର୍ଥାତ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ।

ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି।

#Odia#Odisha#News
Share Article:

Related Articles