न्यूज़रूम ओडिशा
ब्रेकिंग
ओडिया समाचार

ବିଜେଡିର ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର – ବିଜୁ ଜନତା ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବ୍ରହ୍ମପୁରରୁ ଲଢ଼ିବେ ଭୃଗୁ ବକ୍ସିପାତ୍ର। ବଲାଙ୍ଗୀରରୁ ସୁରେନ୍ଦ୍ର ସିଂହ ଭୋଇ, ଭଦ୍ରକରୁ ମଞ୍ଜୁଳା ମଣ୍ଡଳ, ବରଗଡ଼ରୁ ପରିଣିତା ମିଶ୍ର ଓ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ନିର୍ବାଚନ ଲଢ଼ିବେ।

Admin•3 अप्रैल 2024
Share Article:

#Odia#Odisha#News
Share Article:

Related Articles