न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ବାମଦେବ ଆଦିକ ରିଷୟ ପୂଜେ ମୁଦିତ ମହୀସ ॥ ଦିଏ ଦିବ୍ୟ ଆସନ ସବହି ସବ ସନ ଲହୀ ଅସୀସ ॥ ଭାବାର୍ଥ :- ମହାରାଜ ଜନକ ସେହିପରି ବାମଦେବ ଆଦି ଉପସ୍ଥିତ ସମସ୍ତ ମୁନିଋଷି ମାନଙ୍କୁ ଅତି ପ୍ରସନ୍ନ ମନରେ ପୂଜାର୍ଚ୍ଚନା କଲେ । ସମସ୍ତଙ୍କୁ ଦିବ୍ୟ ଆସନରେ ବସାଇ ସମସ୍ତଙ୍କ ଠାରୁ ଶୁଭାଶିର୍ବାଦ ପାଇଲେ ।

Admin•4 अप्रैल 2024
Share Article:

॥ ବାଲ କାଣ୍ଡ ॥

ବାମଦେବ ଆଦିକ ରିଷୟ ପୂଜେ ମୁଦିତ ମହୀସ ॥
ଦିଏ ଦିବ୍ୟ ଆସନ ସବହି ସବ ସନ ଲହୀ ଅସୀସ ॥

ଭାବାର୍ଥ :- ମହାରାଜ ଜନକ ସେହିପରି ବାମଦେବ ଆଦି ଉପସ୍ଥିତ ସମସ୍ତ ମୁନିଋଷି ମାନଙ୍କୁ ଅତି ପ୍ରସନ୍ନ ମନରେ ପୂଜାର୍ଚ୍ଚନା କଲେ । ସମସ୍ତଙ୍କୁ ଦିବ୍ୟ ଆସନରେ ବସାଇ ସମସ୍ତଙ୍କ ଠାରୁ ଶୁଭାଶିର୍ବାଦ ପାଇଲେ ।

#Odia#Odisha#News
Share Article:

Related Articles