न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ନାରି ବିଲୋକହିଂ ହରଷି ହିୟଁ ନିଜ-ନିଜ ରୁଚି ଅନୁରୁପ । ଜନୁ ସୋହତ ସିଂଗାର ଧରି ମୂରତି ପରମ ଅନୂପ ॥ ଭାବାର୍ଥ :- ମିଥିଳାର ସମସ୍ତ ନାରୀ ମାନେ ହୃଦୟରେ ଆନନ୍ଦିତ ହୋଇ ନିଜ ନିଜ ରୁଚି ଅନୁସାରେ ଦୁଇ କୁମାରଙ୍କୁ ଦେଖୁଥାଆନ୍ତି । ସତେ ଯେପରି ଶୃଙ୍ଗାର ରସ ପରମ ଅନୁପମ ରୂପ ଧାରଣ କରି ମିଥିଳା ନଗରୀରେ ଶୁଶୋଭିତ ହୋଇଥିଲା ।

Admin•6 अप्रैल 2024
Share Article:

॥ ବାଲ କାଣ୍ଡ ॥

ନାରି ବିଲୋକହିଂ ହରଷି ହିୟଁ ନିଜ-ନିଜ ରୁଚି ଅନୁରୁପ ।
ଜନୁ ସୋହତ ସିଂଗାର ଧରି ମୂରତି ପରମ ଅନୂପ ॥

ଭାବାର୍ଥ :- ମିଥିଳାର ସମସ୍ତ ନାରୀ ମାନେ ହୃଦୟରେ ଆନନ୍ଦିତ ହୋଇ ନିଜ ନିଜ ରୁଚି ଅନୁସାରେ ଦୁଇ କୁମାରଙ୍କୁ ଦେଖୁଥାଆନ୍ତି । ସତେ ଯେପରି ଶୃଙ୍ଗାର ରସ ପରମ ଅନୁପମ ରୂପ ଧାରଣ କରି ମିଥିଳା ନଗରୀରେ ଶୁଶୋଭିତ ହୋଇଥିଲା ।

#Odia#Odisha#News
Share Article:

Related Articles