न्यूज़रूम ओडिशा
ब्रेकिंग
ओडिया समाचार

ତାତିରୁ ନିସ୍ତାର ନାହିଁ: ଆଜି ବି ପ୍ରବଳ ଗରମ, ଦିନ ସାଢେ ୧୧ ସୁଦ୍ଧା କେନ୍ଦୁଝର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରବଳ ଗରମ ଅନୁଭୂତ ହେଉଛି। ଦିନ ୧୧ଟା ୩୦ ମିନିଟ ସୁଦ୍ଧା କେନ୍ଦୁଝରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୭.୪ ,ଚାନ୍ଦବାଲିରେ ୩୭.୨, ହୀରାକୁଦରେ ୩୬.୯ , ରାଉରକେଲାରେ ୩୬.୬, ଭୁବନେଶ୍ବରରେ ୩୬.୨, ବାଲେଶ୍ବରରେ ୩୬, ଗୋପାଳପୁରରେ ୩୨.୨, ପୁରୀରେ ୩୧.୮ ଏବଂ ପାରାଦୀପରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ [...]

Admin•6 अप्रैल 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରବଳ ଗରମ ଅନୁଭୂତ ହେଉଛି। ଦିନ ୧୧ଟା ୩୦ ମିନିଟ ସୁଦ୍ଧା କେନ୍ଦୁଝରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୭.୪ ,ଚାନ୍ଦବାଲିରେ ୩୭.୨, ହୀରାକୁଦରେ ୩୬.୯ , ରାଉରକେଲାରେ ୩୬.୬, ଭୁବନେଶ୍ବରରେ ୩୬.୨, ବାଲେଶ୍ବରରେ ୩୬, ଗୋପାଳପୁରରେ ୩୨.୨, ପୁରୀରେ ୩୧.୮ ଏବଂ ପାରାଦୀପରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହିଟୱେଭ ପାଇଁ ୧୮ଟି ଜିଲ୍ଲାକୁ ଜାରି କରାଯାଇଛି ସତର୍କ ସୂଚନା ।

#Odia#Odisha#News
Share Article:

Related Articles