न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥ ଏସିଉ ପୀର ବିହସି ତେହିଂ ଗୋଈ । ଚୋର ନାରି ଜିମି ପ୍ରଗଟି ନ ରୋଈ । ଲଖହିଂ ନ ଭୂପ କପଟ ଚତୁରାଈ । କୋଟି କୁଟିଲ ମନି ଗୁରୂ ପଢାଈ ॥ ଭାବାର୍ଥ :- ପ୍ରବଳ ଇର୍ଷା ଓ ଦ୍ବେଷରେ ଜଳୁଥିବା ହୃଦୟର ପିଡାକୁ ମଧ୍ୟ ସେ ହସିଦେଇ ଲୁଚାଇ ଦେଲେ, ଯେପରି ଚୋରର ସ୍ତ୍ରୀ ଧରାପଡିଲେ ତା’ର ଭେଦ ଖୋଲିଯିବା ଭୟରେ କାନ୍ଦେ ନାହିଁ । ରାଜା [...]

Admin•9 अप्रैल 2024
Share Article:

॥ ଅଯୋଧ୍ୟା କାଣ୍ଡ ॥

ଏସିଉ ପୀର ବିହସି ତେହିଂ ଗୋଈ । ଚୋର ନାରି ଜିମି ପ୍ରଗଟି ନ ରୋଈ । ଲଖହିଂ ନ ଭୂପ କପଟ ଚତୁରାଈ । କୋଟି କୁଟିଲ ମନି ଗୁରୂ ପଢାଈ ॥

ଭାବାର୍ଥ :- ପ୍ରବଳ ଇର୍ଷା ଓ ଦ୍ବେଷରେ ଜଳୁଥିବା ହୃଦୟର ପିଡାକୁ ମଧ୍ୟ ସେ ହସିଦେଇ ଲୁଚାଇ ଦେଲେ, ଯେପରି ଚୋରର ସ୍ତ୍ରୀ ଧରାପଡିଲେ ତା’ର ଭେଦ ଖୋଲିଯିବା ଭୟରେ କାନ୍ଦେ ନାହିଁ । ରାଜା ଦଶରଥ ରାଣୀ କୈକେୟୀ ଙ୍କ ଏହି କପଟ-ଚତୁରତାକୁ ଦୃଷ୍ଟି ଦେଉନଥାନ୍ତି କାରଣ ଏପରି ଛଳନା ଅନେକଥର ଦେଖିଛନ୍ତି ।

#Odia#Odisha#News
Share Article:

Related Articles