न्यूज़रूम ओडिशा
ब्रेकिंग
ओडिया समाचार

ଆଜିଠୁ ପୁଣି ଉପରମୁହାଁ ହେବ ପାରଦ

ଭୁବନେଶ୍ୱର – ତିନି ଚାରି ଦିନର କାଳବୈଶାଖୀ ବର୍ଷା ଓ କୋହଲା ପାଗ ପରେ ଆଜିଠାରୁ ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବା ସମ୍ଭାବନା ରହିଛି। ଆଜିଠୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ସେଲସିୟସ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛିଦିନ କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଜିଠାରୁ ପାରଦ ଉପରମୁହାଁ ହେବ [...]

Admin•12 अप्रैल 2024
Share Article:

ଭୁବନେଶ୍ୱର – ତିନି ଚାରି ଦିନର କାଳବୈଶାଖୀ ବର୍ଷା ଓ କୋହଲା ପାଗ ପରେ ଆଜିଠାରୁ ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବା ସମ୍ଭାବନା ରହିଛି। ଆଜିଠୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ସେଲସିୟସ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛିଦିନ କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଥିଲା ।

କିନ୍ତୁ ଆଜିଠାରୁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#Odia#Odisha#News
Share Article:

Related Articles