न्यूज़रूम ओडिशा
ब्रेकिंग
ओडिया समाचार

ଜଙ୍ଗଲ ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲେ ଓଡ୍ରାଫ ଟିମ୍

ଭୁବନେଶ୍ୱର – ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ୭ଟି ଓଡ୍ରାଫ ଟିମ୍ ମୁତୟନ କରିଛନ୍ତି। ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ଓଡ୍ରାଫର ୭ଟି ଟିମ୍ ଜଙ୍ଗଲୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବାଲିଗୁଡା, ଫୁଲବାଣୀ, ରାୟଗଡ଼ା, ବଣାଇ, ଦକ୍ଷିଣ କଳାହାଣ୍ଡି, ଦକ୍ଷିଣ ଶିମିଳିପାଳ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି। ବନାଗ୍ନି ଘଟଣା ଏବେ ନିୟନ୍ତ୍ରଣାଧୀନ ରହିଛି। [...]

Admin•22 अप्रैल 2024
Share Article:

ଭୁବନେଶ୍ୱର – ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ୭ଟି ଓଡ୍ରାଫ ଟିମ୍ ମୁତୟନ କରିଛନ୍ତି। ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ଓଡ୍ରାଫର ୭ଟି ଟିମ୍ ଜଙ୍ଗଲୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବାଲିଗୁଡା, ଫୁଲବାଣୀ, ରାୟଗଡ଼ା, ବଣାଇ, ଦକ୍ଷିଣ କଳାହାଣ୍ଡି, ଦକ୍ଷିଣ ଶିମିଳିପାଳ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି। ବନାଗ୍ନି ଘଟଣା ଏବେ ନିୟନ୍ତ୍ରଣାଧୀନ ରହିଛି। ଏଥିପାଇଁ ସବୁ ପଦକ୍ଷେପ ନିଆଯାଇଥିବା ପିସିସିଏଫ କହିଛନ୍ତି ।

#Odia#Odisha#News
Share Article:

Related Articles