न्यूज़रूम ओडिशा
ब्रेकिंग
ओडिया समाचार

ଦିନ ସାଢେ ୧୧ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ସାମାନ୍ୟ ହ୍ରାସ, ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା କୈାଣସି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିନାହିଁ। ୩୯ .୪ ସହ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବାଲେଶ୍ଵରରେ ୩୯ ଡିଗ୍ରୀ ସେଲସିୟସ, ପାରାଦ୍ୱୀପରେ ୩୮.୮, ଚାନ୍ଦବାଲିରେ ୩୮.୮, ଝାରସୁଗୁଡାରେ ୩୭ .୭, ଗୋପାଳପୁରରେ ୩୫.୪, ପୁରୀରେ ୩୫, କେନ୍ଦୁଝରରେ ୩୪.୪, ରାଉରକେଲାରେ ୩୪.୧, ସମ୍ବଲପୁରରେ ୩୩.୪, ହୀରାକୁଦରେ ୩୨.୮ ଡିଗ୍ରୀ ସେଲସିୟସ [...]

Admin•23 अप्रैल 2024
Share Article:

ଭୁବନେଶ୍ୱର – ଆଜି ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା କୈାଣସି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିନାହିଁ। ୩୯ .୪ ସହ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବାଲେଶ୍ଵରରେ ୩୯ ଡିଗ୍ରୀ ସେଲସିୟସ, ପାରାଦ୍ୱୀପରେ ୩୮.୮, ଚାନ୍ଦବାଲିରେ ୩୮.୮, ଝାରସୁଗୁଡାରେ ୩୭ .୭, ଗୋପାଳପୁରରେ ୩୫.୪, ପୁରୀରେ ୩୫, କେନ୍ଦୁଝରରେ ୩୪.୪, ରାଉରକେଲାରେ ୩୪.୧, ସମ୍ବଲପୁରରେ ୩୩.୪, ହୀରାକୁଦରେ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles