न्यूज़रूम ओडिशा
ब्रेकिंग
ओडिया समाचार

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି, ୧୦ରୁ ଅଧିକ ଆହତ

ବ୍ରହ୍ମପୁର – ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା। ଘାଟିରେ ଏକ ନଳକୂପ ଖନନ ଗାଡ଼ି ଓଲଟି ପଡିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଓଲଟି ପଡ଼ିଥିବା ଗାଡ଼ି ତଳେ ଜଣେ ଦୁଇ ଜଣ ଚାପି ହୋଇରହିଥିବା ସୂଚନା ମିଳିଛି। ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଡ଼ିଟି ଗଜପତି ଜିଲ୍ଲାରୁ ଗଞ୍ଜାମ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା ।

Admin•28 अप्रैल 2024
Share Article:

#Odia#Odisha#News
Share Article:

Related Articles