न्यूज़रूम ओडिशा
ब्रेकिंग
ओडिया समाचार

ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ବିୟୋଗ

ମୁମ୍ବାଇ: ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର ୩ଟାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି ଅନୀତା ଗୋୟଲ। ଆଜି ମୁମ୍ବାଇରେ ତାଙ୍କ ଶେଷକୃତ୍ୟ କରାଯିବ। ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲଙ୍କୁ ବମ୍ବେ ହାଇକୋର୍ଟ ମାନବିକତା ଓ ସ୍ବାସ୍ଥ୍ୟଗତ ଆଧାରରେ ମେ ୬ରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପତ୍ନୀଙ୍କ [...]

Admin•16 मई 2024
Share Article:

ମୁମ୍ବାଇ: ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର ୩ଟାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି ଅନୀତା ଗୋୟଲ। ଆଜି ମୁମ୍ବାଇରେ ତାଙ୍କ ଶେଷକୃତ୍ୟ କରାଯିବ।

ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲଙ୍କୁ ବମ୍ବେ ହାଇକୋର୍ଟ ମାନବିକତା ଓ ସ୍ବାସ୍ଥ୍ୟଗତ ଆଧାରରେ ମେ ୬ରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଗୋୟଲ ପରିବାରରେ ଏବେ ନରେଶ ଗୋୟଲ୍ ଏବଂ ତାଙ୍କର ଦୁଇ ସନ୍ତାନ ନମ୍ରତା ଏବଂ ନିବାନ ଗୋୟଲ ଅଛନ୍ତି। ନରେଶ ଗୋୟଲ ମଧ୍ୟ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି।

#Odia#Odisha#News
Share Article:

Related Articles