न्यूज़रूम ओडिशा
ब्रेकिंग
ओडिया समाचार

ଚାରି ବିଧାୟକଙ୍କୁ ବିଧାନସଭା ସଚିବାଳୟରୁ ନୋଟିସ

ଭୁବନେଶ୍ୱର – ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୪ ଜଣ ବିଧାୟକଙ୍କୁ ବାଚସ୍ପତି ନୋଟିସ ଦେଇଛନ୍ତି। ବିଧାୟିକା ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡା ଓ ସମୀର ରଞ୍ଜନ ଦାସଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ, ସେ ନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ ନୋଟିସ ଜାରି ହୋଇଛି। ସରକାରୀ ଦଳ ମୁଖ୍ୟ [...]

Admin•21 मई 2024
Share Article:

ଭୁବନେଶ୍ୱର – ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୪ ଜଣ ବିଧାୟକଙ୍କୁ ବାଚସ୍ପତି ନୋଟିସ ଦେଇଛନ୍ତି। ବିଧାୟିକା ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡା ଓ ସମୀର ରଞ୍ଜନ ଦାସଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ, ସେ ନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ ନୋଟିସ ଜାରି ହୋଇଛି। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଧାରରେ ଚାରି ବିଧାୟକଙ୍କୁ ନୋଟିସ ଜାରି କରାଯାଇ ପକ୍ଷ ରଖିବାକୁ କୁହାଯାଇଛି ।

#Odia#Odisha#News
Share Article:

Related Articles