ଜନାଦେଶ ୨୦୨୪: ଏନଡିଏକୁ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ: କେନ୍ଦ୍ରରେ ଏଥର କାହାର ସରକାର ? ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ କରିବ କି ହ୍ୟାଟ୍ରିକ ନା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କରିବ ଚମତ୍କାର? ଆଜି ସ୍ପଷ୍ଟ ହୋଇଯିବ ଏହି ସବୁ ପ୍ରଶ୍ନର ଉତ୍ତର । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୪୪ ଦିନ ଧରି ୭ ପର୍ଯ୍ୟାୟ ମତଦାନ ପରେ ମଙ୍ଗଳବାର (ଜୁନ୍ ୪) ଭୋଟ୍ ଗଣତି ଆରମ୍ଭ ହୋଇଛି । ଜନାଦେଶ କେଉଁ ଆଡ଼କୁ ଯାଉଛି ସେନେଇ ଧୀରେ ଧୀରେ ଟ୍ରେଣ୍ଡ ଆସିବାରେ ଲାଗିଛି। [...]
ନୂଆଦିଲ୍ଲୀ: କେନ୍ଦ୍ରରେ ଏଥର କାହାର ସରକାର ? ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ କରିବ କି ହ୍ୟାଟ୍ରିକ ନା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କରିବ ଚମତ୍କାର? ଆଜି ସ୍ପଷ୍ଟ ହୋଇଯିବ ଏହି ସବୁ ପ୍ରଶ୍ନର ଉତ୍ତର । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୪୪ ଦିନ ଧରି ୭ ପର୍ଯ୍ୟାୟ ମତଦାନ ପରେ ମଙ୍ଗଳବାର (ଜୁନ୍ ୪) ଭୋଟ୍ ଗଣତି ଆରମ୍ଭ ହୋଇଛି । ଜନାଦେଶ କେଉଁ ଆଡ଼କୁ ଯାଉଛି ସେନେଇ ଧୀରେ ଧୀରେ ଟ୍ରେଣ୍ଡ ଆସିବାରେ ଲାଗିଛି। ଅପରାହ୍ନ ସୁଦ୍ଧା ସ୍ଥିତି ପୂରା ସ୍ପଷ୍ଟ ହୋଇଯିବ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନଡିଏକୁ ବିରୋଧୀ ଇଣ୍ଡିଆ ମେଣ୍ଟ କଡ଼ା ଟକ୍କର ଦେଉଛି । ବିଜେପି ୨୭୨ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୨୨ ଆସନରେ ଆଗୁଆ ଚାଲିଛି। କଂଗ୍ରେସ ଗତଥର ତୁଳନାରେ ଭଲ ପ୍ରଦର୍ଶନ କରୁଛି । ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ବିଜେପିକୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ିଛି।
Odisha Election Results 2024: Biju Janata Dal Leading in 12 Out of 15 Assembly Seats in Early Trends
Next ArticleResults 2024: BJD Leading in 27 Seats Out of 34 Assembly Seats
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
