न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥ ମଂଜୁ ବିଲୋଚନ ମୋଚତି ବାରୀ । ବୋଲୀ ଦେଖି ରାମ ମହତାରୀ ॥ ତାତ ସୁନହୁ ସିୟ ଅତି ସୁକୁମାରୀ। ସାସ ସସୁର ପରିଜନହି ପିଆରୀ ॥ ଭାଵାର୍ଥ :- ମାତା ସୀତା ତାଙ୍କ ସୁନ୍ଦର ଆଖିରୁ କଶୃ ବୁହାଉ ଥାଆନ୍ତି । ତାଙ୍କ ଦଶା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା କରୁଣ ଓ କୋମଳ ସ୍ୱରରେ କହିଲେ, ହେ ମୋର ଧନ ! ସୀତା ଅତ୍ୟନ୍ତ ସୁକୁମାରୀ ଆଉ ସାସୁ [...]

Admin•30 जून 2024
Share Article:

॥ ଅଯୋଧ୍ୟା କାଣ୍ଡ ॥

ମଂଜୁ ବିଲୋଚନ ମୋଚତି ବାରୀ । ବୋଲୀ ଦେଖି ରାମ ମହତାରୀ ॥

ତାତ ସୁନହୁ ସିୟ ଅତି ସୁକୁମାରୀ। ସାସ ସସୁର ପରିଜନହି ପିଆରୀ ॥

ଭାଵାର୍ଥ :- ମାତା ସୀତା ତାଙ୍କ ସୁନ୍ଦର ଆଖିରୁ କଶୃ ବୁହାଉ ଥାଆନ୍ତି । ତାଙ୍କ ଦଶା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା କରୁଣ ଓ କୋମଳ ସ୍ୱରରେ କହିଲେ, ହେ ମୋର ଧନ ! ସୀତା ଅତ୍ୟନ୍ତ ସୁକୁମାରୀ ଆଉ ସାସୁ ଶ୍ୱଶୁରଙ୍କ ସହିତ ସମସ୍ତ କୁଟୁମ୍ବ ଲୋକଙ୍କୁ ପ୍ରିୟ ଅଟନ୍ତି ।

#Odia#Odisha#News
Share Article:

Related Articles