न्यूज़रूम ओडिशा
ब्रेकिंग
ओडिशा

କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ:ରିଜର୍ଭ ବ୍ୟାଙ୍କ ରେପୋ‌ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବ ଭଳି ୬.୫ ପ୍ରତିଶତ ରହିଛି । ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବିଭିନ୍ନ ରିସ୍କକୁ ଧ୍ୟାନରେ ରଖି ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନ ମଧ୍ୟ ୬.୫ ପ୍ରତିଶତରେ [...]

Admin•6 अक्टूबर 2023
Share Article:

ମୁମ୍ବାଇ:ରିଜର୍ଭ ବ୍ୟାଙ୍କ ରେପୋ‌ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବ ଭଳି ୬.୫ ପ୍ରତିଶତ ରହିଛି । ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବିଭିନ୍ନ ରିସ୍କକୁ ଧ୍ୟାନରେ ରଖି ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନ ମଧ୍ୟ ୬.୫ ପ୍ରତିଶତରେ ବଜାୟ ରହିଛି।

ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡିକ ପାଇଁ ବୁଲେଟ୍ ପେମେଣ୍ଟ ସ୍କିମ୍ ଅନ୍ତର୍ଗତ ସୁନା ଋଣ ପରିମାଣକୁ ଦ୍ୱିଗୁଣିତ କରି ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି କେନ୍ଦ୍ରୀୟ ବ୍ୟାଙ୍କ।

#Odisha#Odia#ଓଡ଼ିଶା#ଦେଶ
Share Article:

Related Articles

Newsroom•22 सित॰ 2026
Odisha Govt Transfers 4 IPS Officers
Newsroom•21 सित॰ 2026
Odisha Final Electoral Roll Published With 3.16 Crore Electors