न्यूज़रूम ओडिशा
ब्रेकिंग
ओडिया समाचार

ଶାହାରୁଖ ଖାନଙ୍କୁ ଅଂଶୁଘାତ, ହସ୍ପିଟାଲରେ ଭର୍ତ୍ତି

ଅହମ୍ମଦାବାଦ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଅଂଶୁଘାତର ଶିକାର ହୋଇଛନ୍ତି ‌। ଏଥିପାଇଁ ବୁଧବାର ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଖାନଙ୍କୁ ମଲ୍ଟି ସ୍ପେସିଆଲିଟି କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଆଇପିଏଲର ପ୍ରଥମ କ୍ବାଲିଫାୟର ଦେଖିବାକୁ ଶାହରୁଖ ଅହମ୍ମଦାବାଦ ଆସିଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ତାଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୮ ଓ୍ବିକେଟରେ [...]

Admin•22 मई 2024
Share Article:

ଅହମ୍ମଦାବାଦ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଅଂଶୁଘାତର ଶିକାର ହୋଇଛନ୍ତି ‌। ଏଥିପାଇଁ ବୁଧବାର ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଖାନଙ୍କୁ ମଲ୍ଟି ସ୍ପେସିଆଲିଟି କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

ଆଇପିଏଲର ପ୍ରଥମ କ୍ବାଲିଫାୟର ଦେଖିବାକୁ ଶାହରୁଖ ଅହମ୍ମଦାବାଦ ଆସିଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ତାଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୮ ଓ୍ବିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା।

#Odia#Odisha#News
Share Article:

Related Articles