ଅଲିମ୍ପିକ୍ସ ହକିରେ ଭାରତ | News Room Odisha

ଅଲିମ୍ପିକ୍ସ ହକିରେ ଭାରତ

ଅଲିମ୍ପିକ୍ସ ହକିରେ ଭାରତ

୧୯୨୮ ଆମଷ୍ଟରଡ୍ୟାମ ଅଲିମ୍ପିକ୍ସ- ସ୍ୱର୍ଣ୍ଣ
୧୯୩୨ ଲସଆଞ୍ଜେଲ୍‌ସ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୩୬ ବର୍ଲିନ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୪୮ ଲଣ୍ଡନ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୫୨ ହେଲସିଙ୍କି ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୬୦ ରୋମ ଅଲିମ୍ପିକ୍ସ – ରୌପ୍ୟ
୧୯୬୪ – ଟୋକିଓ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୬୮ – ମେକ୍ସିକୋସିଟି ଅଲିମ୍ପିକ୍ସ – କାଂସ୍ୟ
୧୯୭୨ – ମ୍ୟୁନିକ ଅଲିମ୍ପିକ୍ସ – କାଂସ୍ୟ
୧୯୭୬ – ମଂଟ୍ରିଲ ଅଲିମ୍ପିକ୍ସ – ସପ୍ତମ ସ୍ଥାନ
୧୯୮୦ – ମସ୍କୋ ଅଲିମ୍ପିକ୍ସ – ସ୍ୱର୍ଣ୍ଣ
୧୯୮୪ – ଲସଆଞ୍ଜେଲ୍ସ ଅଲିମ୍ପିକ୍ସ – ପଂଚମ ସ୍ଥାନ
୧୯୮୮ – ସିଓଲ ଅଲିମ୍ପିକ୍ସ – ଷଷ୍ଠ ସ୍ଥାନ
୧୯୯୨ – ବାର୍ସିଲୋନା ଅଲିମ୍ପିକ୍ସ – ସପ୍ତମ
୧୯୯୬ – ଆଟଲାଂଟା ଅଲିମ୍ପିକ୍ସ – ଅଷ୍ଟମ ସ୍ଥାନ
୨୦୦୦- ସିଡନୀ ଅଲିମ୍ପିକ୍ସ – ସପ୍ତମ ସ୍ଥାନ
୨୦୦୪ – ଏଥେନସ ଅଲିମ୍ପିକ୍ସ – ସପ୍ତମ ସ୍ଥାନ
୨୦୦୮ – ବେଜିଂ ଅଲିମ୍ପିକ୍ସ – ଯୋଗ୍ୟତା ହାସଲରେ ବିଫଳ
୨୦୧୨ – ଲଣ୍ଡନ ଅଲିମ୍ପିକ୍ସ – ଦ୍ୱାଦଶ ସ୍ଥାନ
୨୦୧୬ – ରିଓ ଅଲିମ୍ପିକ୍ସ – ଅଷ୍ଟମ ସ୍ଥାନ
୨୦୨୦- ଟୋକିଓ ଅଲିମ୍ପିକ୍ସ – କାଂସ୍ୟ