ନ୍ୟୁଜରୁମ ଓଡିଶା: ସକାଳର ଖବର

  • ବଲିଉଡରେ ପ୍ରଶଂସା ସାଉଁଟିଲା ଓଡିଶା- ମୋ ପରିବାର
  • ବାପା , ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା “ଆଶୀର୍ବାଦ’
  • ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ
  • ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତି ନିର୍ଘଂଟ ଚୂଡାନ୍ତ
  • ୨୦୨୦ – ୨୧ ଖରିଫ୍ ବିପଣନ ଋତୁରେ ଖରିଫ ଧାନ ଓ ରବିଧାନ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧୁକ ଧାନ ସଂଗ୍ରହ ହୋଇଛି : ଯୋଗାଣ ମନ୍ତ୍ରୀ
  • ହସ୍ପିଟାଲ ବାହାରେ ହେଉଥିବା ମୃତ୍ୟୁକୁ ବି କରୋନା ଜନିତ ମୃତ୍ୟୁ ଭାବେ ବିବେଚନା କରାଯିବ
  • ଜାମ୍ମୁ କାଶ୍ମୀରକୁ ପୁଣି ମିଳିପାରେ ରାଜ୍ୟ ମାନ୍ୟତା
  • କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇହେବ ନାହିଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର
  • ବିହାରରେ କରୋନା ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନବାଚୀ; ୭୫ ହଜାର ମୃତ୍ୟୁର ହିସାବ ମିଳୁନି, ଭର୍ତ୍ସନା କଲେ ହାଇକୋର୍ଟ
  • ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲ: ପ୍ରଥମ ଇନିଂସରେ ଭାରତ ୨୧୭ରେ ଅଟକିଲା, ନ୍ୟୁଜିଲାଣ୍ଡ ୧୦୧/୨

Comments are closed.