ନ୍ୟୁଜରୁମ ଓଡିଶା: ସକାଳର ଖବର

  • ଟିକାକରଣ ନେଇ ନବୀନଙ୍କ ଦାବିକୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ
  • ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର : ୨ ଆବେଦନକାରୀଙ୍କ ଅଂଶଗ୍ରହଣ, ଆସନ୍ତା ୯ରେ ଖୋଲିବ ପ୍ରାଇସ ବିଡ୍
  • ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗ କରିବ ପ୍ରସାରଣ
  • ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
  • ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌
  • ପଶ୍ଚିମବଙ୍ଗରେ ଭାକ୍ସିନ ସାର୍ଟିଫିକେଟ୍‌ରେ ମୋଦିଙ୍କ ପରିବର୍ତ୍ତେ ମମତାଙ୍କ ଫଟୋ
  • ସ୍ପୁଟନିକ୍‌-ଭି ଟିକା ଉତ୍ପାଦନ ପାଇଁ ସେରମ୍‌କୁ ମିଳିଲା ଅନୁମତି
  • ୫ଜି ଟେକ୍ନୋଲୋଜି ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ୨୦ ଲକ୍ଷ ଜରିମାନା ଲଗାଇଲେ
  • ଅଲପନ୍ ବନ୍ଦୋପାଧ୍ୟାୟ ବିବାଦର ପ୍ରଭାବ: ଏଣିକି ଅବସର ପରବର୍ତ୍ତୀ ନିଯୁକ୍ତି ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ଜରୁରି
  • ସିବିଆଇ ଅଧିକାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା, ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍‌
  • ବ୍ରିଟେନରେ ୧୨-୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର ଟିକା

Comments are closed.