ନ୍ୟୁଜରୁମ୍ ଓଡିଶା: ସକାଳର ଖବର

  • ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ
  • ଭୁବନେଶ୍ୱର ରେଳ ଷ୍ଟେସନରେ ‘ଏଟିଏମଏ’ ମେସିନ
  • ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
  • ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
  • ଟିଆରପି ସ୍କାମ: ଦ୍ବିତୀୟ ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଲା ମୁମ୍ବାଇ ପୋଲିସ
  • ଲୋକସଭାରେ ପହଞ୍ଚିଲା ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ, ସଦସ୍ୟତା ରଦ୍ଦ ପାଇଁ ଦାବି କଲେ ବିଜେପି ସାଂସଦ
  • ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନ ଲୋକଙ୍କୁ ବଞ୍ଚାଇବ, କରୋନା ଉପରେ ଶ୍ୱେତପତ୍ର ଜାରି କଲେ ରାହୁଲ
  • କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି
  • ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

Comments are closed.