ବରିଷ୍ଠ ଆଇଆରଏସ ଅଧିକାରୀ ସୀମାଂଚଳ ଦାସ ଆଇଏମଏଫ କା ର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପଦେଷ୍ଟା ନିଯୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଆନ୍ତର୍ଜାତିକ ମୁଦ୍ରାକୋଷର ଉଚ୍ଚ ପଦରେ ବରିଷ୍ଠ ଓଡିଆ ଅଧିକାରୀ । ବରିଷ୍ଠ ଆଇଆରଏସ ଅଧିକାରୀ ତଥା ପ୍ରବର୍ତନ ନିର୍ଦ୍ଦେଶାଳୟର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ସୀମାଚଂଳ ଦାସଙ୍କୁ ଆନ୍ତର୍ଜାତିକ ମୁଦ୍ରାକୋଷ-ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ସୀମାଂଚଳ ଦାସଙ୍କ ଏହି ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.