ନ୍ୟୁଜରୁମ୍: ସକାଳର ଖବର

  • ମାଓ ଆକ୍ରମଣରେ ୨୨ ଯବାନ ସହିଦ୍‌, ଛତିଶଗଡ଼ ଗଲେ ସିଆରପିଏଫ୍ ଡିଜି
  • ଛତିଶଗଡ ନକ୍ସଲ ଆକ୍ରମଣକୁ ଦୃଢ ନିନ୍ଦା କଲେ ନବୀନ
  • ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି
  • କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ଉପରାଷ୍ଟ୍ରପତି
  • ଗୋବିନ୍ଦା କରୋନା ପଜିଟିଭ୍‌
  • ଅକ୍ଷୟ କୁମାରଙ୍କୁ କରୋନା
  • ଭେଟେରାନ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

Comments are closed.