ନ୍ୟଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟଜରୁମ୍ : ସକାଳର ମୁଖ୍ୟ ଖବର

୧.ବୈଜୟନ୍ତ ଓ ଜଗିଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ, ତଦନ୍ତରେ ଅଗ୍ରଗତି ହୋଇ ନ ଥିବା ଦର୍ଶାଇ ସାମାଜିକ ସଂଗଠନର କ୍ଷୋଭ

୨.ଜେଲ୍ ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ମିଳିଲା ବେଲ୍

୩.ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଜଂଳି

୪.୨୫ ବର୍ଷ ପରେ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ହେବ ନାଗାର୍ଜୁନ ବେଶ, ଶ୍ରୀମନ୍ଦିରରେ ବେଶ ଲାଗି ହେଲା ଅନୁକୂଳ

୫.ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ : ଆହତ ଯୋଗୁଁ ସବୁ ଦଳରୁ ରୋହିତ ବାଦ୍‌, ଟି-୨୦ ଦଳରେ ସଂଜୁ ସାମସନ, ମୟଙ୍କ ଅଗ୍ରୱାଲ ଓ ବରୁଣ ଚକ୍ରବର୍ତୀ

୬.ପ୍ରଥମ ଆଇପିଏଲ କ୍ରିକେଟର ଭାବେ ବ୍ଲାକ ଲାଇଭ୍‌ସ ମ୍ୟାଟର୍ ଅଭିଯାନକୁ ‘ଆଂଠୁ ପୋଜ’ ସହ ସମର୍ଥନ କଲେ ହାର୍ଦ୍ଦିକ ପାଣ୍ଡ୍ୟ