ନ୍ୟୁଜରୁମ୍ : ସକାଳର ଖବର

୧.ଗୁରୁସେତୁରେ ଓଡିଶା ପୋଲିସ ଓ ବିଏସଏଫର ନୂଆ ସିଓବି ପ୍ରତିଷ୍ଠା

୨.ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଥମିଲା ପ୍ରଚାର,କଡା କୋଭିଡ କଟକଣା ମଧ୍ୟରେ ଆସନ୍ତା ୩ରେ ଭୋଟ୍

୩.ସରୁଅ ଜମି କେଳେଙ୍କାରୀ ମାମଲା : ମାରାଥନ ଜେରା ପରେ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ୍‌

୪.କୋଭିଡ କଟକଣା ମଧ୍ୟରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

୫.ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ସୂଚନା, ଆବଶ୍ୟକ ପଡିଲେ ଓଟିଭି ଏମଡିଙ୍କୁ ହାଜର ହେବା ପାଇଁ କୁହାଯିବ

୬.କାଶ୍ମୀର ଉପତ୍ୟକାରେ ସୁରକ୍ଷାବାହିନୀକୁ ବଡ ସଫଳତା, ଗୁଳି ବିନିମୟରେ ମଲା ହିଜବୁଲର ନୂଆ ମୁଖ୍ୟ ଡକ୍ଟର ସୈଫୁଲ୍ଲା

Comments are closed.