ନ୍ୟୁଜରୁମ୍ : ସକାଳର ଖବର

୧.ରାଜ୍ୟରେ ଶିଳ୍ପାୟନକୁ ମିଳିଲା ବଳ, ୯୨ ହଜାର ୭୧୩ କୋଟିର ୫ଟି ମେଗା ପୁଂଜି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

୨.କେନ୍ଦୁଝର ଜିଲ୍ଲାରେ ଆଗାମୀ ୨ ମାସ ଯାଏଁ ବନ୍ଦ ରହିବ ଧର୍ମାନୁଷ୍ଠାନ

୩.ଖୋର୍ଦ୍ଧା ସରୁଅ ଜମି ଦୁର୍ନୀତି ମାମଲା : କ୍ରାଇମବ୍ରାଂଚ ଏସପିଙ୍କ ସୂଚନା, ହୋଇଛି ବେନାମୀ ଟ୍ରାଞ୍ଜାକ୍ସନ, ଆୟକର ବିଭାଗ କରିବ ତଦନ୍ତ

୪.ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

୫.ପରୀକ୍ଷଣ ସଫଳ ହେଲେ ଆଗାମୀ ଜାନୁଆରୀରେ ଭାରତରେ ମିଳିପାରେ ଅକ୍ସଫୋର୍ଡ କୋରୋନା ଟିକା : ସେରମ ସିଇଓ ପୁନାୱାଲା

୬.ବ୍ରହ୍ମପୁରରେ କୋହଲୀଙ୍କ ‘ବିରାଟ’ ଫ୍ୟାନ ନିଆରାଢଙ୍ଗରେ ପାଳିଲେ ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ଜନ୍ମଦିନ

୭.ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଶେଷ ନିର୍ବାଚନ ଲଢୁଥିବା ନେଇ ନୀତୀଶଙ୍କ ଘୋଷଣା

Comments are closed.