ନ୍ୟୁଜରୁମ: ସକାଳର ଖବର | News Room Odisha

ନ୍ୟୁଜରୁମ: ସକାଳର ଖବର

୧.ଏମଏସଏମଇ ବିଭାଗରେ ଆଜିଠୁ ଲାଗୁହେଲା ଅନଲାଇନ ସେବା: ୫ଟି ଅଧିନରେ ମିଳିବ ୧୧ ପ୍ରକାର ସେବା

୨.ଚଳିଲା ନାହିଁ ବାହାନା ଓ ସରକାର ବିରୋଧୀ ବୟାନବାଜି, ହାଇକୋର୍ଟରୁ ନିରାଶ ହେଲା ପରେ ସରୁଅ ଜମି କେଳେଙ୍କାରୀରେ ପଣ୍ଡା ଦଂପତିଙ୍କ ଗିରଫଦାରୀ ପାଇଁ ପଥ ପରିଷ୍କାର

୩.ସୋଆରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ କ୍ୟାମ୍ପ

୪.ଇଚ୍ଛା ଡ୍ୟାମ ନିର୍ମାଣ କାମ ଶେଷ ଓ ଚାଣ୍ଡିଲି ଡ୍ୟାମରେ ବନ୍ୟା ନିୟନ୍ତ୍ରଣ ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

୫.ହାଜତ ମୃତ୍ୟୁ ଅଭିଯୋଗ : ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ନିଲମ୍ବିତ, ପୁରୀ ବାସେଳିସାହି ଥାନାର ୩ ପୋଲିସ କର୍ମଚାରୀଙ୍କୁ ବି ନିଲମ୍ବନ

୬.ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ: ଖୁସି ଅଗ୍ରୱାଲ ଟପର

୭.ଅଧିକ କରୋନା ପରୀକ୍ଷା କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

୮.ମାନିଲେ କେନ୍ଦ୍ର ସରକାର: ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ୭୨ ପଳାତକଙ୍କ ମଧ୍ୟରୁ କେବଳ ଦୁଇ ଜଣ ଧରାପଡ଼ିଛନ୍ତି

୯.୪ ଘଂଟାର ମାରାଥନ ଜେରା ପରେ କମେଡିଆନ ଭାରତୀ ସିଂହ ଗିରଫ

୧୦.ରେଳରୋକ ଆନ୍ଦୋଳନ ବନ୍ଦ କରିବେ ପଞ୍ଜାବ ଚାଷୀ

୧୧.ବିଡେନଙ୍କୁ @POTUS ଓ @LOTUS ଆକାଉଣ୍ଟ୍ ହସ୍ତାନ୍ତର କରିବ ଟ୍ୱିଟର

୧୨.ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ପୁଅଙ୍କୁ କରୋନା

୧୩.ଫିଟନେସ୍ ବିବାଦ ନେଇ ମୁହଁ ଖୋଲିଲେ ରୋହିତ

୧୪.ଦକ୍ଷିଣ ଆଫ୍ରିକାର ଆଉ ଜଣେ ଖେଳାଳି ପଜିଟିଭ୍