ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

ଧାର୍ମିକ ସ୍ଥଳ ଖୋଲିବା ନେଇ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ଧାର୍ମିକ ସ୍ଥଳ ଓ ଉପାସନା ପୀଠ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ,ଏ ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଧାର୍ମିକ ସ୍ଥଳ ସହ ଜଡିତ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା କରିବା ସହ ଏସଓପି ଜାରି କରି ଜିଲ୍ଲାପାଳମାନେ ଧାର୍ମିକ ସ୍ଥଳ ଖୋଲିପାରିବେ । ରାଜ୍ୟ ସରକାର ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରିଛନ୍ତି । [...]

Admin•ଡିସେମ୍ବର 14, 2020
Share Article:

ଭୁବନେଶ୍ୱର- ରାଜ୍ୟରେ ଧାର୍ମିକ ସ୍ଥଳ ଓ ଉପାସନା ପୀଠ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ,ଏ ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଧାର୍ମିକ ସ୍ଥଳ ସହ ଜଡିତ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା କରିବା ସହ ଏସଓପି ଜାରି କରି ଜିଲ୍ଲାପାଳମାନେ ଧାର୍ମିକ ସ୍ଥଳ ଖୋଲିପାରିବେ । ରାଜ୍ୟ ସରକାର ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ପ୍ରକ୍ରିୟା ଚାଲିଛି ସେ ଟ୍ୱିଟ୍ କରିଛନ୍ତି ।

#Odisha#Featured#ଓଡ଼ିଶା#Chief Secretary Asit Tripathy
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24