ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା, ୧୦ ମୃତ

କ୍ବାଲାଲମପୁର: ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ଲୁମୁଟରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା ।‌ ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ହେଲିକପ୍ଟର ମାଲେସିଆ ନୌସେନା। ମାଲେସିଆ ନୌସେନା ପରେଡ୍ ପାଇଁ ରିହାର୍ସଲ ଚାଲିଥିବା ବେଳେ ହଠାତ୍ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତଳେ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗୋଟିଏ ହେଲିକପ୍ଟରରେ ୭ ଜଣ ଲୋକ [...]

Admin•ଅପ୍ରେଲ 23, 2024
Share Article:

କ୍ବାଲାଲମପୁର: ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ଲୁମୁଟରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା ।‌ ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ହେଲିକପ୍ଟର ମାଲେସିଆ ନୌସେନା।

ମାଲେସିଆ ନୌସେନା ପରେଡ୍ ପାଇଁ ରିହାର୍ସଲ ଚାଲିଥିବା ବେଳେ ହଠାତ୍ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତଳେ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗୋଟିଏ ହେଲିକପ୍ଟରରେ ୭ ଜଣ ଲୋକ ଥିବାବେଳେ ଅନ୍ୟଟିରେ ତିନି ଜଣ ଲୋକ ଥିଲେ।

#Odia#Odisha#News
Share Article:

Related Articles