ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

ଜାମ୍ମୁ ଓ କାଶ୍ମୀରର ୧୭ତମ ଡିଜିପି ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ

ଶ୍ରୀନଗର – ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ । ଶ୍ରୀନଗର ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ନେଇଛନ୍ତି ରଶ୍ମିରଞ୍ଜନ। ସେ ଦିଲବାଗ ସିଂହଙ୍କ ସ୍ଥାନ ନେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ୧୭ତମ ଡିଜିପି ହୋଇଛନ୍ତି ରଶ୍ମିରଞ୍ଜନ ସ୍ୱାଇଁ। ୧୯୯୧ ବ୍ୟାଚ ଆଇପିଏସ ଅଫିସର ରଶ୍ମିରଞ୍ଜନ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ସ୍ଵତନ୍ତ୍ର ଡିଜି ସିଆଇଡି ରହିବା ସହ ଜୁନ ୨୦୨୦ରୁ [...]

Admin•ନଭେମ୍ବର 1, 2023
Share Article:

ଶ୍ରୀନଗର – ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ । ଶ୍ରୀନଗର ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ନେଇଛନ୍ତି ରଶ୍ମିରଞ୍ଜନ। ସେ ଦିଲବାଗ ସିଂହଙ୍କ ସ୍ଥାନ ନେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ୧୭ତମ ଡିଜିପି ହୋଇଛନ୍ତି ରଶ୍ମିରଞ୍ଜନ ସ୍ୱାଇଁ। ୧୯୯୧ ବ୍ୟାଚ ଆଇପିଏସ ଅଫିସର ରଶ୍ମିରଞ୍ଜନ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ସ୍ଵତନ୍ତ୍ର ଡିଜି ସିଆଇଡି ରହିବା ସହ ଜୁନ ୨୦୨୦ରୁ ଜାମ୍ମୁ ଓ କାଶ୍ମୀର ଗୁଇନ୍ଦା ମୁଖ୍ୟ ମଧ୍ୟ ଥିଲେ।

#Odisha#Odia
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24