ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗ, ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଧର୍ମ ଆଧାରରେ ଭୋଟ୍ ମାଗିବା ଅଭିଯୋଗରେ କର୍ଣ୍ଣାଟକର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୫ରେ ଜୟନଗର ଥାନାରେ ଏହି ମାମଲା ରୁଜୁ ହୋଇଛି। କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତିି, ‘ଏକ୍ସ’ ହ୍ୟାଣ୍ଡଲରେ ଏକ ଭିଡ଼ିଓ ପୋଷ୍ଟ କରି ଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗରେ ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁ ଆସନର ଲୋକସଭା ପ୍ରାର୍ଥୀ ତେଜସ୍ଵୀ ସୂର୍ଯ୍ୟଙ୍କ ବିରୋଧରେ [...]

Admin•ଅପ୍ରେଲ 26, 2024
Share Article:

ନୂଆଦିଲ୍ଲୀ: ଧର୍ମ ଆଧାରରେ ଭୋଟ୍ ମାଗିବା ଅଭିଯୋଗରେ କର୍ଣ୍ଣାଟକର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୫ରେ ଜୟନଗର ଥାନାରେ ଏହି ମାମଲା ରୁଜୁ ହୋଇଛି।

କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତିି, ‘ଏକ୍ସ’ ହ୍ୟାଣ୍ଡଲରେ ଏକ ଭିଡ଼ିଓ ପୋଷ୍ଟ କରି ଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗରେ ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁ ଆସନର ଲୋକସଭା ପ୍ରାର୍ଥୀ ତେଜସ୍ଵୀ ସୂର୍ଯ୍ୟଙ୍କ ବିରୋଧରେ ୨୫.୦୪.୨୪ରେ ଜୟନଗର ପୋଲିସ ଥାନାରେ ଦଫା ୧୨୩(୩)ରେ ମାମଲା ରୁଜୁ ହୋଇଛି।

#Odia#Odisha#News
Share Article:

Related Articles