ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

କ୍ୟାବିନେଟ ନିଷ୍ପତି : ପୁରୀରେ ହେବ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ଯାଜପୁରରେ ୫୦୦ ଶଯ୍ୟାର ହସପିଟାଲ୍‌

ଭୁବନେଶ୍ୱର- ପୁରୀରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ସ୍ଥାପନ ହେବ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ମଂଜୁରୀ ମିଳିଛି । ଏଥିପାଇଁ ଏଲ୍ ଆଣ୍ଡ୍ ଟିର ୨୨୪.୫୬ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ୩ ବର୍ଷରେ ପୁରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ହେବ । ଏହାଛଡା ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫ ଶହ [...]

Admin•ଡିସେମ୍ବର 14, 2020
Share Article:

ଭୁବନେଶ୍ୱର- ପୁରୀରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ସ୍ଥାପନ ହେବ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ମଂଜୁରୀ ମିଳିଛି ।

ଏଥିପାଇଁ ଏଲ୍ ଆଣ୍ଡ୍ ଟିର ୨୨୪.୫୬ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ୩ ବର୍ଷରେ ପୁରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ହେବ । ଏହାଛଡା ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫ ଶହ ବେଡ୍ ବିଶିଷ୍ଟ ହସପିଟାଲ ନିର୍ମାଣ ହେବ ।

ଏଥିପାଇଁ ଏଲ୍ ଆଣ୍ଡ୍ ଟିର ୪୨୬. ୫୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ଯାଜପୁରରେ ବି ୩ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବ କଂପାନି ।

#Odisha#Featured#Chief Minister Naveen Patnaik
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24