ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବୃଆରୀ ୨୯ ଯାଏଁ ସ୍ଥଗିତ, ଆଜି କ୍ୟାଣ୍ଡଲ ଶୋଭାଯାତ୍ରା
ଚଣ୍ଡିଗଡ଼: ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ବିକ୍ଷୋଭରତ କୃଷକ ସଂଗଠନ ଗୁଡ଼ିକ ନିଜ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୃଷକ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଫେବୃଆରୀ ୨୯ରେ ନିଷ୍ପତ୍ତି ନିଆଯିବ । ମୃତ ଯୁବ ଚାଷୀ ଶୁଭକରନ ସିଂଙ୍କ ସ୍ମୃତିରେ ବିକ୍ଷୋଭରତ ଚାଷୀ ଆଜି ‘କ୍ୟାଣ୍ଡଲ ଶୋଭାଯାତ୍ରା’ କରିବେ । ଦୁଇ ଦିନ ପରେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ [...]
ଚଣ୍ଡିଗଡ଼: ଏମ୍ଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ବିକ୍ଷୋଭରତ କୃଷକ ସଂଗଠନ ଗୁଡ଼ିକ ନିଜ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୃଷକ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଫେବୃଆରୀ ୨୯ରେ ନିଷ୍ପତ୍ତି ନିଆଯିବ । ମୃତ ଯୁବ ଚାଷୀ ଶୁଭକରନ ସିଂଙ୍କ ସ୍ମୃତିରେ ବିକ୍ଷୋଭରତ ଚାଷୀ ଆଜି ‘କ୍ୟାଣ୍ଡଲ ଶୋଭାଯାତ୍ରା’ କରିବେ । ଦୁଇ ଦିନ ପରେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି।
ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ) ଓ କିସାନ ମଜଦୁର ମୋର୍ଚ୍ଚା (କେଏମଏମ) ଏହି ନିଷ୍ପତ୍ତି ନେଇଛନ୍ତି। ଉଭୟ ସଂଗଠନ ଚଳିତ କୃଷକଙ୍କ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି। ଏହି ଦୁଇ ସଂଗଠନ ଆହ୍ବାନ କ୍ରମେ ହଜାର ହଜାର ଚାଷୀ ହରିୟାଣା ଓ ପଞ୍ଜାବ ମଧ୍ୟରେ ଥିବା ଶମ୍ଭୁ ଓ ଖନୌରୀ ସୀମାରେ ଡେରା ପକାଇଛନ୍ତି ।
ଖନୌରୀରେ ସୁରକ୍ଷା କର୍ମୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଏବଂ ପ୍ରାୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ପରେ କୃଷକ ଦୁଇ ଦିନ ପାଇଁ ‘ଦିଲ୍ଲୀ ଚାଲୋ’ ଅଭିଯାନ ସ୍ଥଗିତ ରଖିଥିଲେ ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ, ପୌରାଣିକ ମତରେ ଶ୍ରୀ ନାରାୟଣ ଆଜିର ଦିନରେ ଗଜକୁ ଉଦ୍ଧାର କରିଥିଲେ
Next Articleସାଇବର ଅପରାଧ ମାମଲାରେ ଭୁବନେଶ୍ୱର ଆସି ଜଣକୁ ଉଠାଇ ନେଲା ଦିଲ୍ଲୀ ପୋଲିସ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
